ହୁତୁ ହୁତୁ ହୋଇ ଜଳୁଛି ଟ୍ରେନ, ୩ଟି ବଗିରେ ଲାଗିଲା ନିଆଁ
·2 years ago

ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସରେ ନିଆଁ। ହୁତୁହୁତୁ ହୋଇ ଜଳୁଛି ଟ୍ରେନ। ୩ଟି ବଗିରେ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଚଳାଇଛନ୍ତି। ବିହାରର ସରାୟୁ ଭୁପତ୍ତ ଷ୍ଟେସନ ନିକଟରେ ଟ୍ରେନରେ ନିଆଁ ଲାଗିଛି। ତେବେ କେମିତି ନିଆଁ ଲାଗିଲା, କାରଣ ଅସ୍ପଷ୍ଟ ରହିଛି। ସମସ୍ତ ଯାତ୍ରୀ କିପରି ଅଛନ୍ତି ତାକୁ ନେଇ ଚିନ୍ତା ବଢ଼ୁଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: