Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତରେ ଅନୁଷ୍ଠିତ ହେବ ପରବର୍ତ୍ତି AI ସମ୍ମିଳନୀ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଭାରତରେ ଅନୁଷ୍ଠିତ ହେବ ପରବର୍ତ୍ତି AI ସମ୍ମିଳନୀ

ଅର୍ଗସ ବ୍ୟୁରୋ : ଭାରତରେ ଅନୁଷ୍ଠିତ ହେବ ପରବର୍ତ୍ତି AI ସମ୍ମିଳନୀ । ଫ୍ରାନ୍ସ ସମ୍ମିଳନୀରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ପରବର୍ତ୍ତି AI ଆକ୍ସନ ଶିଖର ସମ୍ମିଳନୀ ଆୟୋଜନ କରିବାକୁ କହିଛନ୍ତି । ପ୍ୟାରିସରେ ଆୟୋଜିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ସମ୍ମିଳନୀରେ ମୋଦି କହିଛନ୍ତି, ଆର୍ଟିଫିସିଆଲ୍ ଇଣ୍ଟେସିଜେନ୍ସି ଯୋଗୁ ନିଯୁକ୍ତି ଯିବ ନାହିଁ ବରଂ ନୂତନ ପ୍ରକାରର ସୁଯୋଗ ସୃଷ୍ଟି ହେବ ।


ଶିକ୍ଷା ଏବଂ କୃଷି ପରି କ୍ଷେତ୍ରରେ ଏଆଇର ବ୍ୟବହାର କଥା ସେ ଉଲ୍ଲେଖ କରିଛନ୍ତି । ଏହାସହ ଏଆଇ ବିପଦର ସାମନା କରିବା ପାଇଁ ବୈଶ୍ବିକ ସହଯୋଗ ଉପରେ ବି ଜୋର ଦେଇଛନ୍ତି । ଶେଷରେ ପରବର୍ତ୍ତି AI ସମ୍ମିଳନୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Next AI conference to be held in India | Argus News