Videos
|
National

ରାହୁଲଙ୍କୁ ଟାର୍ଗେଟ କଲେ ସାଂସଦ ନିଶିକାନ୍ତ ଦୁବେ

Banajyotshna Ray
Browse all articles by Banajyotshna Ray
·1 year ago
ରାହୁଲଙ୍କୁ ଟାର୍ଗେଟ କଲେ ସାଂସଦ ନିଶିକାନ୍ତ ଦୁବେ

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆପତ୍ତିଜନକ ମନ୍ତବ୍ୟ ଘଟଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ତୀବ୍ର ବିରୋଧ କରିଛନ୍ତି ସାଂସଦ ନିଶିକାନ୍ତ ଦୁବେ । ଦେଶକୁ ଭ୍ରମିତ କରୁଛନ୍ତି କହିଥିବା କଥାର ପ୍ରମାଣ ଦିଅନ୍ତୁ ନ ହେଲେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ନିଶିକାନ୍ତ ଦୁବେ । ସେ କହିଛନ୍ତି, ଦୀର୍ଘ ଦିନ ପରେ ଏମିତି ଏକ ବିରୋଧୀ ଦଳ ନେତା ଦେଖିବାକୁ ମିଳିଛି ।


ଯିଏ ବିଶ୍ବରେ ଭାରତ କିପରି ଦୁର୍ବଳ ହେବ, କିଭଳି ଖଣ୍ଡ ବିଖଣ୍ଡିତ ହେବ ସନେଇ ଚେଷ୍ଟା କରୁଛନ୍ତି । 2014ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ମେକ୍ ଇନ ଇଣ୍ଡିଆକୁ ଆଗକୁ ନେଇଛନ୍ତି ବୋଲି କହିଛନ୍ତି ନିଶିକାନ୍ତ ଦୁବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Nishikant Dubey Targets Rahul Alleging George Soros Link | Argus News