PoliticalNews / ନୀତିନ ନବୀନଙ୍କ ନୂତନ ଟିମ ଘୋଷଣା, ବସୁନ୍ଧରା ରାଜେ ସିନ୍ଧିଆ ଏବଂ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ
·3 hours ago·1 min read

Key Points
ବିଜେପି ଅଧ୍ୟକ୍ଷ ନୀତିନ ନବୀନ ତାଙ୍କ ନୂତନ ଟିମର ଘୋଷଣା କରିଛନ୍ତି
ବିଜେପି ଅଧ୍ୟକ୍ଷ ନୀତିନ ନବୀନ ତାଙ୍କ ନୂତନ ଟିମର ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ମହାସଚିବ ପଦ ମିଳିଥିବାବେଳେ ବସୁନ୍ଧରା ରାଜେଙ୍କୁ ଦଳର ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି। ଏହି ଟିମରେ ୧୩ ଜଣ ଜାତୀୟ ଉପାଧ୍ୟକ୍ଷଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାରୁ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ମିଳିଲା ଜାତୀୟ ଉପାଧ୍ୟକ୍ଷ ଦାୟିତ୍ବ।
ଦିଲ୍ଲୀରୁ ରାମ ମାଧବ ଓ ଉତ୍ତରାଖଣ୍ଡରୁ ତୀରଥ ସିଂ ରାୱତଙ୍କୁ ମିଳିଛି ସ୍ଥାନ। ଆନ୍ଧ୍ରପ୍ରଦେଶରୁ ଡି ପୁରନ୍ଦେଶ୍ୱରୀ, ପଞ୍ଜାବରୁ ମନପ୍ରୀତ ସିଂ ବାଦଲ ମଧ୍ୟ ନୂଆ ଟିମ୍ରେ ସାମିଲ ଅଛନ୍ତି। ପୀୟୂଷ ଗୋୟେଲ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ୨୦୨୯ ନିର୍ବାଚନକୁ ଆଖି ଆଗରେ ରଖି ଅଭିଜ୍ଞତା ଓ ନୂଆ ନେତୃତ୍ୱର ସମନ୍ୱୟ ଉପରେ ଗୁରୁତ୍ୱ ଦେଇଛି ବିଜେପି।
भारतीय जनता पार्टी की राष्ट्रीय टीम के सभी नवनियुक्त पदाधिकारियों को हार्दिक बधाई एवं शुभकामनाएं।
— Nitin Nabin (@NitinNabin) August 17, 2026
अनुभव और ऊर्जा से समृद्ध यह टीम आदरणीय प्रधानमंत्री श्री @narendramodi जी के मार्गदर्शन में संगठन को नई गति प्रदान करेगी। मुझे पूर्ण विश्वास है कि टीम के सभी सदस्य, कार्यकर्ता भाव… pic.twitter.com/bvSxIZIRtW
ଦିଲ୍ଲୀରୁ ରାମ ମାଧବ ଓ ଉତ୍ତରାଖଣ୍ଡରୁ ତୀରଥ ସିଂ ରାୱତଙ୍କୁ ମିଳିଛି ସ୍ଥାନ। ଆନ୍ଧ୍ରପ୍ରଦେଶରୁ ଡି ପୁରନ୍ଦେଶ୍ୱରୀ, ପଞ୍ଜାବରୁ ମନପ୍ରୀତ ସିଂ ବାଦଲ ମଧ୍ୟ ନୂଆ ଟିମ୍ରେ ସାମିଲ ଅଛନ୍ତି। ପୀୟୂଷ ଗୋୟେଲ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ୨୦୨୯ ନିର୍ବାଚନକୁ ଆଖି ଆଗରେ ରଖି ଅଭିଜ୍ଞତା ଓ ନୂଆ ନେତୃତ୍ୱର ସମନ୍ୱୟ ଉପରେ ଗୁରୁତ୍ୱ ଦେଇଛି ବିଜେପି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories