Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତ ଅଭିବୃଦ୍ଧିର ଇଞ୍ଜିନ ହେବ ନର୍ଥ-ଇଷ୍ଟ: ମୋଦି

National

ଭାରତ ଅଭିବୃଦ୍ଧିର ଇଞ୍ଜିନ ହେବ ନର୍ଥ-ଇଷ୍ଟ: ମୋଦି

Banajyotshna Ray
Browse all articles by Banajyotshna Ray
·2 years ago
ଭାରତ ଅଭିବୃଦ୍ଧିର ଇଞ୍ଜିନ ହେବ ନର୍ଥ-ଇଷ୍ଟ: ମୋଦି

ଅର୍ଗସ ବ୍ୟୁରୋ:  ଭାରତ ଅଭିବୃଦ୍ଧିର ଇଞ୍ଜିନ ହେବ ନର୍ଥ-ଇଷ୍ଟ । ଅରୁଣାଚଳ ପ୍ରଦେଶ ଇଟାନଗରରେ ବିକଶିତ ଭାରତ, ବିକଶିତ ଉତ୍ତର-ପୂର୍ବ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସେଲା ଟନେଲ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।  ଇଟାନଗରରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । 2 ଦିନିଆ ନର୍ଥ ଇଷ୍ଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
North-East will be the engine of India's growth: Modi | Argus News