Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଋଷ ଗସ୍ତ କରିବେ ଅଜିତ ଡୋଭାଲ 

Manini Pattanayak
Browse all articles by Manini Pattanayak
·1 year ago
ଋଷ ଗସ୍ତ କରିବେ ଅଜିତ ଡୋଭାଲ 

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧରେ ଶାନ୍ତି ଫେରାଇ ଆଣିବାକୁ ଭାରତର ବଡ଼ ପଦକ୍ଷେପ । ଋଷ ଗସ୍ତ କରିବେ ଅଜିତ ଡୋଭାଲ ।  ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ସପ୍ତାହରେ ମସ୍କୋ ଗସ୍ତ କରିବେ । ସେଠାରେ ଋଷିଆର ପ୍ରତିନିଧିଙ୍କ ସହ ଆଲୋଚନା କରିବେ । ଏହା ପରେ ୟୁକ୍ରେନ ଯାଇ ସେଠି ବି ଆଲୋଚନା କରିବେ   । 

ଏଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧରେ ବିରାମ ଓ ଶାନ୍ତି ଫେରାଇ ଆଣିବାକୁ ମଧ୍ୟସ୍ଥି କରୁଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ସପ୍ତାହ ତଳେ ଋଷ-ୟୁକ୍ରେନ ଗସ୍ତରେ ଯାଇଥିଲେ । ସେଠି ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଓ ଜେଲେନସ୍କି ସହ ଆଲୋଚନା କରିଥିଲେ । 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NSA Ajit Doval to visit Russia this week, take up Ukraine peace talks | Argus News