Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗାଡିର ନମ୍ବର ପ୍ଲେଟରୁ ଦୁଇଟି ନମ୍ବର ଲିଭାଯାଇଛି, ଚାଲାଣ କେତେ କଟିବ ? 

National

ଗାଡିର ନମ୍ବର ପ୍ଲେଟରୁ ଦୁଇଟି ନମ୍ବର ଲିଭାଯାଇଛି, ଚାଲାଣ କେତେ କଟିବ ? 

Manini Pattanayak
Browse all articles by Manini Pattanayak
·1 year ago·1 min read
ଗାଡିର ନମ୍ବର ପ୍ଲେଟରୁ ଦୁଇଟି ନମ୍ବର ଲିଭାଯାଇଛି,  ଚାଲାଣ କେତେ କଟିବ ? 

 ନୂଆଦିଲ୍ଲୀ: ଏହି ଦିନ ମାନଙ୍କରେ ଟ୍ରାଫିକ  ନିୟମ ଉଲ୍ଲଙ୍ଘନ କରିବାର ଅନେକ ମାମଲା ସାମ୍ନାକୁ ଆସୁଛି। ଗାଡିକୁ ବିନା ଡ୍ରାଇଭିଙ୍ଗ  ଲାଇସେନ୍ସ ଏବଂ  ରେଜିଷ୍ଟ୍ରେଶନ ରେ ଚଲାଇଲେ  ଚାଲାଣ ତ କଟିଥାଏ କିନ୍ତୁ  ଯଦି ନମ୍ବର ପ୍ଲେଟ ଠିକ୍‌ ନଥାଏ ତଥାପି ଚାଲାଣ କଟିବ। ଅନେକ ଥର ଗାଡି  ପୁରୁଣା  ହେବା ପରେ  ତାର ନମ୍ବର ପ୍ଲେଟ ନଷ୍ଟ  ହୋଇଯିବା  ସହ ତାର କିଛି ସଂଖ୍ୟା ମଧ୍ୟ ଲିଭି ଯାଇଥାଏ। ଏହା ଉପରେ ଲୋକାମନେ ଅଧିକ ଧ୍ୟାନ ଦେଇନଥାନ୍ତି। ଆଉ ଏହିପରି ଅବସ୍ଥାରେ  ଗାଡି ଚଲାଇବା ଜରି ରଖିଥାନ୍ତି।  

 ସେହିପରି ଆଜିକାଲି ସିସିଟିଭିରେ ଏହି ପରି  ଗାଡିମାନଙ୍କ ଉପରେ ନଜର ରହୁଛି।  ଏହି କ୍ୟାମେରି ଏତେ ପାଓ୍ୱାରଫୁଲ  ହୋଇଥାଏ ହେ  ସ୍ପିଡ୍‌ରେ ଯାଉଥିବା ଗାଡି ର ନମ୍ବରକୁ ମଧ୍ୟ ଜାଣିଦେଇଥାଏ।  ତେଣୁ ସେ ଗାଡି ଟ୍ରାଫିକ ଲାଇନ୍‌  ଜମ୍ପ  କରି ଯାଉ  କି  ଭୁଲ ସାଇଟ୍‌ରେ ଡ୍ରାଇଭିଙ୍ଗ କରି ଯାଉ  ଏସବୁ ଗାଡି  ସିସିଟିଭି ନଜରରେ ବଞ୍ଚିପାରିବେନି।    କିନ୍ତୁ ପ୍ରଶ୍ନ ଯେ  ଯଦି 
ଗାଡିରେ ନମ୍ବର  ପ୍ଲେଟ  ଅଛି  କିନ୍ତୁ  କିଛି  ଅଙ୍କ  ଲିଭିଯାଇଛି  ତେବେ କଣ  ଚାଲାଣ କଟିବ ? ଆସନ୍ତୁ ଜାଣିବା  ଏସମ୍ପର୍କରେ ।

 ନମ୍ବର ଅଦୃଶ୍ୟ ହେବା ପରେ କଟିବ ଚାଲାଣ ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନମ୍ବର ପ୍ଲେଟ ଗାଡିର ଆଇଡେଣ୍ଟିଫିକେଶନ  ପାଇଁ ନିତ୍ୟାନ୍ତ ଜରୁରୀ।  ଏଥିରେ ଜଣାପଡେ ଯେ  ଗାଡି ଟି କାହା ନାମରେ ରେଜିଷ୍ଟର୍ଡ ହୋଇଛି। ଏହା ବ୍ୟତିତ ଟ୍ରାଫିକ୍‌  ନିୟମ ଉଲ୍ଲଙ୍ଘନ କରିବା ଗାଡିକୁ ଚିହ୍ନିବା ମଧ୍ୟ ସହଜ ହୋଇଯାଇଥାଏ।  କିନ୍ତୁ ବହୁତ କମ ଲୋକ ଜାଣିଥିବେ ଯେ  ନମ୍ବର ପ୍ଲେଟ ଠିକ୍‌ ନଥିଲେ ଚାଲାଣ ମଧ୍ୟ କଟେ।  ନମ୍ବର ପ୍ଲେଟରେ ଟ୍ୟାମ୍ପରିଂ ପାଇଁ 5000 ଟଙ୍କା ପର୍ଯ୍ୟନ୍ତ ଏକ  ଚାଲାଣ ଲଗାଯାଇପାରିବ । ମୋଟର ଗାଡି ଆଇନ୍‌ ଅନୁସାରେ ଗାଡିର ନମ୍ବର ସବୁବେଳେ ଭିଜିବିଲ  ରହିବାର ଆବଶ୍ୟକ। 

ଅଧିକ ପଢନ୍ତୁ ଭାରତ ଖବର 
 

Sponsored
numbers missing from vehicles number plate could attract challan of rs 5000 | Argus News