Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓଡିଆ ଆଇପିଏସଙ୍କୁ ଗୁରୁ ଦାୟିତ୍ୱ

Smruti Parija
Browse all articles by Smruti Parija
·1 year ago
ଓଡିଆ ଆଇପିଏସଙ୍କୁ ଗୁରୁ ଦାୟିତ୍ୱ

ଅର୍ଗସ ବ୍ୟୁରୋ: ରଶ୍ମୀ ସ୍ବାଇଁ ଜାମ୍ମୁକାଶ୍ମୀର ଡିଜିପି । ଓଡ଼ିଶାର ରଶ୍ମୀରଂଜନ ସ୍ବାଇଁ ହେଲେ ଜାମ୍ମୁକାଶ୍ମୀର ଡିଜିପି । AGMUT କ୍ୟାଡର ଓଡ଼ିଆ ଆଇପିଏସ୍‌ ରଶ୍ମୀରଂଜନ ସ୍ବାଇଁ । ରଶ୍ମୀରଂଜନଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି । ସେପ୍‌ଟେମ୍ବର ୩୦ ପର୍ଯ୍ୟନ୍ତ ଡିଜିପି ଭାବେ କାର୍ଯ୍ୟକରିବେ ରଶ୍ମୀ । ଏବେ ଜାମ୍ମୁକାଶ୍ମୀରର କାର୍ଯ୍ୟକାରୀ ଡିଜିପି ଅଛନ୍ତି ରଶ୍ମୀରଂଜନ ।  1991 ବ୍ୟାଚ୍ ଓଡିଶା କ୍ୟାଡର ଆଇପିଏସ ହେଉଛନ୍ତି ରଶ୍ମୀରଞ୍ଜନ ସ୍ୱାଇଁ ।  

 

ଆହୁରି ପଢନ୍ତୁ ଭାରତ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odia-ips-appointed-as-jammu-kashmir-dgp | Argus News