|
logo
Live

Argus News - ଦିଲ୍ଲୀରେ ଓଡ଼ିଶା ପର୍ବର ଚମକ୍

National

ଦିଲ୍ଲୀରେ ଓଡ଼ିଶା ପର୍ବର ଚମକ୍

Rashmita Mishra
Browse all articles by Rashmita Mishra
·1 year ago
ଦିଲ୍ଲୀରେ ଓଡ଼ିଶା ପର୍ବର ଚମକ୍

 ଅର୍ଗସ ବ୍ୟୁରୋ: ରାଷ୍ଟ୍ରୀୟ ରାଜଧାନୀରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଭବ୍ୟ ଝଲକ୍ । 24 ନଭେମ୍ବର ଯାଏ ଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୪ ର ଚମକ୍ । ପ୍ରଥମ ଥର ପାଇଁ ମହାମହିମ ରାଷ୍ଟ୍ରପତି କଲେ ଓଡ଼ିଶା ପର୍ବର ଉଦଘାଟନ । ଓଡ଼ିଆ ନୃତ୍ୟ ଓ ସଂଗୀତରେ କମ୍ପୁଛି ଜବାହାରଲାଲ ନେହରୁ ଷ୍ଟାଡିୟମ । ସାହିତ୍ୟିକ ଓ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ ସହ ଜମୁଛି ଓଡ଼ିଆ ଖାଦ୍ୟର ଆସର । ଓଡ଼ିଆ ଅସ୍ମିତାକୁ ମିଳିଲା ବଡ଼ ସମ୍ମାନ । ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସାଂସଦ ଭର୍ତ୍ତୃହରି ମହତାବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦିଲ୍ଲୀରେ ଓଡ଼ିଶା ପର୍ବର ଚମକ୍ | Argus News