Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କମିବ ତେଲ ଦର 

National

କମିବ ତେଲ ଦର 

Smruti Parija
Browse all articles by Smruti Parija
·2 years ago·1 min read
କମିବ ତେଲ ଦର 

ଭୁବନେଶ୍ୱର: କମିବ ତେଲ ଦର । ପେଟ୍ରୋଲ ଓ ଡିଜେଲ୍ ଦର ଆସନ୍ତା କିଛି ଦିନରେ କମିପାରେ। ୧୦ ଟଙ୍କା ପର୍ଯ୍ୟନ୍ତ ଦର କମିପାରେ ବୋଲି ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ ଏହି ପ୍ରସଙ୍ଗରେ ତୈଳ କମ୍ପାନୀ ଗୁଡିକ ସହ କେନ୍ଦ୍ର ସରକାର କଥାବାର୍ତ୍ତା ଜାରି ରଖିଛନ୍ତି। ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ମଧ୍ୟ ଶସ୍ତା ହୋଇଛି। ସେଥିପାଇଁ ତୈଳ ଦର କମିବା ସମ୍ଭାବନା ସୃଷ୍ଟି ହୋଇଛି। 

ମେ ୨୦୨୨ ମସିହା ପରଠୁ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବରୁ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲରେ ଲିଟର ପ୍ରତି ୧୭ ଟଙ୍କା ଏବଂ ଡିଜେଲ୍ ଲିଟର ପ୍ରତି କ୍ଷତି ସହୁଥିଲେ । କିନ୍ତୁ ଅଶୋଧିତ ତୈଳ ଦର ଶସ୍ତା ହେବା ପରେ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲରେ ଲିଟର ପ୍ରତି ୮-୧୦ ଟଙ୍କା ଏବଂ ଡିଜେଲ୍ ଲିଟର ପ୍ରତି ୩ରୁ ୪ଟଙ୍କା ଲାଭ କରୁଛନ୍ତି ।  

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
oil-price-may-reduce-in-coming-days | Argus News