Videos
|
National

ଇସ୍ତଫା ଦେଲେ ଓମାର ଅବଦୁଲ୍ଲା: ଜାଣନ୍ତୁ କାହିଁକି?

Ritu Das
Browse all articles by Ritu Das
·1 year ago
ଇସ୍ତଫା ଦେଲେ ଓମାର ଅବଦୁଲ୍ଲା: ଜାଣନ୍ତୁ କାହିଁକି?

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡ଼ଗାମ ବିଧାନସଭା ନିର୍ବାଚନମଣ୍ଡଳୀରୁ ଇସ୍ତଫା ଦେଇଛନ୍ତି। ପ୍ରୋଟେମ ସ୍ପିକର୍‌ ମୁବାରକ ଗୁଲ ଏହି ଘୋଷଣା କରିଛନ୍ତି। ଓମାର ପାରିବାରିକ ଗଡ଼ ଗାନ୍ଦରବଲ ଆସନରୁ ନିଜ ପାଖରେ ରଖିଛନ୍ତି।

ଏହି ଅବସରରେ ମୁବାରକ ଗୁଲ ବିଧାନସଭାର ସଦସ୍ୟମାନଙ୍କୁ ସୂଚନା ଦେଇଛନ୍ତି ଯେ, ଓମାର ଅବଦୁଲ୍ଲା ବଡ଼ଗାମରୁ ତାଙ୍କ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି, ସେ ଗାନ୍ଦରବଲ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଗାନ୍ଦରବଲ ଆସନରୁ ତାଙ୍କର ବିଜୟ ତାଙ୍କ ରାଜନୈତିକ ସ୍ଥିତିକୁ ମଜଭୁତ କରିଥିବାବେଳେ ବଡ଼ଗାମରୁ ଇସ୍ତଫା ରାଜ୍ୟ ରାଜନୀତିରେ ଏକ ନୂଆ ମୋଡ଼ ଆଣିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: