ଲଡୁ ବିବାଦ; ନୂଆ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
·1 year ago

ଅର୍ଗସ ବ୍ୟୁରୋ: ତିରୁମାଲା ଭେଙ୍କଟଶ୍ବର ସ୍ବାମୀ ମନ୍ଦିରରେ ଲଡୁ ବିବାଦ । ନୂଆ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ଗଠନ ହେବ ଏସଆଇଟି । ଏଥିରେ ସିବିଆଇର ଦୁଇ ଅଫିସର, ଆନ୍ଧ୍ରପ୍ରଦେଶ ପୋଲିସର ଦୁଇ ଅଧିକାରୀ, FSSAIର ଜଣେ ବରିଷ୍ଠ ଅଧିକାରୀ ରହିବେ । ସିବିଆଇର ନିର୍ଦ୍ଦେଶକ ଏସଆଇଟି କମିଟିର ତଦାରଖ କରିବେ । ଭେଙ୍କଟସ୍ବାମୀ ମନ୍ଦିରରେ ତିଆରି ହେଉଥିବା ପ୍ରସାଦରେ ପଶୁଚର୍ବି ବ୍ୟବହାର ହେଉଥିବା ଅଭିଯୋଗ ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ଆହୁରି ପଢନ୍ତୁ ଭାରତ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: