Videos
|
National

ଦୀପାବଳି ଅବସରରେ ଭାରତ-ଚୀନ ସେନା ମଧ୍ୟରେ ଜମିଛି ମିଠାର ଆସର

Rashmita Mishra
Browse all articles by Rashmita Mishra
·1 year ago
ଦୀପାବଳି ଅବସରରେ ଭାରତ-ଚୀନ ସେନା ମଧ୍ୟରେ ଜମିଛି ମିଠାର ଆସର

ଅର୍ଗସ ବ୍ୟୁରୋ: ଦୀପାବଳି ଅବସରରେ ଭାରତ-ଚୀନ ସେନା ମଧ୍ୟରେ ଜମିଛି ମିଠାର ଆସର। ଲଦାଖର ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ। ଏବଂ LAC ବୁଝାମଣା ଅନୁସାରେ ସେନା ପ୍ରତ୍ୟାହାର ଶେଷ ହେବାପରେ ଦୁଇ ଦେଶର ସୈନିକମାନେ ପରସ୍ପରକୁ ମିଠା ପ୍ରଦାନ କରିଛନ୍ତି। ଲଦାଖର ହଟ୍ ସ୍ପ୍ରିଙ୍ଗ, କଙ୍ଗକ୍ଲା, ଦୌଲତ ବେଗ୍ ଏବଂ କାରକୋରମ ପାସ ନିକଟରେ ଦୁଇ ଦେଶ ମଧ୍ୟରେ ମିଠାର ଆଦାନ ପ୍ରଦାନ ହୋଇଛି। ସେପଟେ ଆଜିଠାରୁ ଡେପସାଙ୍ଗ ଓ ଡେମଚୋକରେ 4 ବର୍ଷ ପୂର୍ବରୁ ଯେପରି ପାଟ୍ରୋଲିଂ ହେଉଥିଲା, ସେହି ଧାରା ପୁନଃ ଆରମ୍ଭ କରାଯିବ।

 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: