ଜୀବନ ଓ ମୃତ୍ୟୁ ମଧ୍ୟରେ ବାସ୍ ଏତିକି ହିଁ ଫରକ୍....
·1 year ago

ବାହାଘରକୁ ମାତ୍ର 70 ଦିନ । ପୁରା ପରିବାର ସହ ବାହାରି ପଡିଥିଲେ କାଶ୍ମୀର ଟ୍ରିପ୍ ରେ । ପ୍ଲାନ୍ ଥିଲା ମଜା ମସ୍ତି କରିବେ । ସ୍ମୃତି ସାଉଁଟିବେ । ହେଲେ ଆତଙ୍କଙ୍କ ଆତତାୟୀରେ ସବୁ ସ୍ୱପ୍ନ ଭାଙ୍ଗି ଚୁର୍ ମାର୍...ଶୁଭମ୍ ଙ୍କୁ ହରାଇ ମୁଣ୍ଡ ପିଟି କାନ୍ଦୁଛନ୍ତି ଐଶ୍ୱାନା । ଆଜି ଖାଲି ଐଶ୍ୱାନା କାନ୍ଦୁ ନାହାନ୍ତି କାନ୍ଦୁଛି କାଶ୍ମୀର..କାନ୍ଦୁଛି ପୁରା ଭାରତ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: