Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପାକ୍‌ ଟାର୍ଗେଟରେ ଭାରତର ୧୫ ସହର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାକ୍‌ ଟାର୍ଗେଟରେ ଭାରତର ୧୫ ସହର

ଲହୋରରେ ଏୟାର ଡିଫେନ୍ସ ମିଜାଇଲ ଲଞ୍ଚର ଧ୍ୱସ। HQ-୯ଏୟାର ଡିଫେନ୍ସ ମିଜାଇଲ୍‌ ଲଞ୍ଚର ଜଳିଗଲା। ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍‌। ଏନେଇ ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ। ଉତ୍ତର ଓ ପଶ୍ଚମ ପ୍ରାନ୍ତରରେ ଥିବା ସହରକୁ ଟାର୍ଗେଟ୍‌। ପାକ୍‌ ର୍ଟାଗେଟରେ ଭାରତର ୧୫ ସହର। ମୃତକଙ୍କ ମଧ୍ୟରେ ୫ ମହିଳା ଓ ତିନି ଶିଶୁ ଅଛନ୍ତି। ଉତ୍ତର ଓ ପାଚିମ ପ୍ରାନ୍ତରରେ ଥିବା ସହରକୁ ଟାର୍ଗେଟ୍‌ ।


ଅବନ୍ତିପୁରା, ଶ୍ରୀନଗର, ଜାମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା, ଚଣ୍ଡିଗଡ, ନଲ୍‌, ଫଲୋଦି, ଉତ୍ତରଲାଇ, ଭୁଜକୁ ଟାର୍ଗେଟ୍‌ । ଡ୍ରୋନ ଓ ମିଜାଇଲ୍‌ ଜରିଆରେ ଟାର୍ଗେଟ୍‌ କଲା ପାକିସ୍ତାନ। ପାକ୍‌ ଆଆକ୍ରମଣକୁ କଡା ଜବାବ ଦେଇଛି ଭାରତ। ଲାହୋର ଡିଫେନ୍ସ ସିଷ୍ଟମକୁ ପୁରା ଧ୍ୱସ କଲା ଭାରତ। ପାକିସ୍ତାନ ଆକ୍ରମଣକୁ ପ୍ରତିହତ କଲା ଭାରତର ଏୟାର ଡିଫେନ୍ସ ମିଜାଥଲ ସିଷ୍ଟମ । ପାକିସ୍ତାନ ମିଜାଇଲକୁ କାଟିଲା ଏସ୍‌-୪୦୦ ସୁଦର୍ଶନ ଚକ୍ର ଏୟାର ଡିଫେନ୍ସ ମିଜାଇଲ୍‌। କାଲି ରାତିରେ ପାକିସ୍ତାନ ମିଜାଇଲକୁ ନିଷ୍କ୍ରିୟ କଲା ମିଜାଇଲ୍‌। ପାକିସ୍ତାନ ସେନା ବାହିନୀକୁ ଶକ୍ତ ଝଟକା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pakistan-targets-15-indian-cities-after-operation-sindoor-indian-military-foils-attack-bid | Argus News