Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗୁପଚୁପର ମୂଲ୍ୟ ଶୁଣିଲେ ଉଡିବ ହୋସ୍‌ 

National

ଗୁପଚୁପର ମୂଲ୍ୟ ଶୁଣିଲେ ଉଡିବ ହୋସ୍‌ 

Manini Pattanayak
Browse all articles by Manini Pattanayak
·2 years ago
ଗୁପଚୁପର  ମୂଲ୍ୟ ଶୁଣିଲେ ଉଡିବ ହୋସ୍‌ 

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ଦେଶର ସବୁଠାରୁ ଦାମୀ ଗୁପଚୁପ୍‌ ବି ମିଳୁଛି।  ଏହାର ମୂଲ୍ୟ ଶୁଣିଲେ ଆପଣଙ୍କର ହୋସ ଉଡିଯିବ।   ଗୁପଚୁପ ଭାରତର ପ୍ରତ୍ୟେକ ସହରରେ,ଗଳି,କନ୍ଦିରେ ମିଳିଥାଏ। ରାସ୍ତାକଡରେ  ବିକ୍ରି ହେଉଥିବା  ଗୁପଚୁପ ସସ୍ତା ହୋଇଥାଏ।  କିନ୍ତୁ ସେହି ଗୁପଚୁପକୁ ଯଦି ଆମେ ରେଷ୍ଟୁରାଣ୍ଟ ରେ ଖାଇବା ତେବେ ଏହାର ମୂଲ୍ୟ ଅଧିକ ଥାଏ।

ମୂଲ୍ୟ ଯେପରିକି ୩୦. ୪୦, ୫୦ ଏବଂ ୧୦୦ ଟଙ୍କା ପ୍ଲେଟ ପ୍ରତି ହୋଇପାରେ।  ହେଲେ ମୁମ୍ବାଇରେ ଗୋଟିଏ ପ୍ଲେଟ ଗୁପ୍‌ଚୁପ ର ମୂଲ୍ୟ ୩୩୩ ଟଙ୍କା । ଗୋଟିଏ ପ୍ଲେଟ୍‌ ରେ ରଖାଯାଇଥିବା ୮ ଟି ଗୁପ୍‌ଚୁପର ମୂଲ୍ୟ ୩୩୩ ଟଙ୍କା।  ଏହି ଦାମୀ ଗୁପ୍‌ଚୁପ  ମୁମ୍ବାଇର ଏୟାରପୋର୍ଟରେ ଉପଲବ୍ଧ। ତେବେ ଗୁପଚପ୍‌ର ଏତେ ଉଚ୍ଚ ଦର ପାଇଁ ଲୋକମାନେ ଆଶ୍ଚର୍ଯ୍ୟ     ।   

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pani Puri costs Rs 333 at the Mumbai airport. Entrepreneur couldn't stop himself from sharing it on social media. | Argus News