Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶ୍ରେୟସକୁ ପଛରେ ପକାଇଲେ ପନ୍ତ

Rashmita Mishra
Browse all articles by Rashmita Mishra
·1 year ago
ଶ୍ରେୟସକୁ ପଛରେ ପକାଇଲେ ପନ୍ତ

ଅର୍ଗସ ବ୍ୟୁରୋ: IPL ମେଗା ନିଲାମୀରେ ସବୁ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଭାରତୀୟ ୱିକେଟକିପର ବ୍ୟାଟର ଋଷଭ ପନ୍ତ । ୨୭ କୋଟି ଟଙ୍କାରେ ତାଙ୍କୁ ଦଳରେ ସାମିଲ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ୨ କୋଟି ଟଙ୍କା ବେସ୍ ପ୍ରାଇସରୁ ପନ୍ତଙ୍କ ବିଡ୍ ଆରମ୍ଭ ହୋଇଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜାଣ୍ଟ୍ସ ବିଡ୍ ଫାଇଟରେ ଥିଲେ । ଶେଷରେ ପନ୍ତଙ୍କୁ ଦଳକୁ ଫେରାଇ ଆଣିବାକୁ ଦିଲ୍ଲୀ କ୍ୟାପିଟାଲ୍ସ RTM କାର୍ଡ ବ୍ୟବହାର କରିଥିଲା । ହେଲେ ପନ୍ତଙ୍କ ପାଇଁ ସର୍ବାଧିକ ବିଡ୍ ଲଗାଇ କିଣି ନେଇଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pant beats Shreyas | Argus News