Government Announcement / ବାପା-ମାଆଙ୍କ ଅନୁମତି ବିନା କରିପାରିବେନି ବିବାହ...ବିଧାନସଭାରେ ସରକାରଙ୍କ ବଡ଼ ଘୋଷଣା
·6 months ago·2 min read

Key Points
ବାପା-ମାଆଙ୍କ ଅନୁମତି ବିନା କେହି କରିପାରିବେନି ବିବାହ । ବିଧାନସଭାରେ ପ୍ରସ୍ତାବ ଦେଲେ ସରକାର ।
ବାପା-ମାଆଙ୍କ ଅନୁମତି ବିନା କେହି କରିପାରିବେନି ବିବାହ । ବିଧାନସଭାରେ ପ୍ରସ୍ତାବ ଦେଲେ ସରକାର । ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ ପୂର୍ବରୁ ବାପା ମାଆଙ୍କ ଅନୁମତି ଅନିବାର୍ଯ୍ୟ । କୌଣସି ବି ଯୁବକ ଯୁବତୀ ଘର ଛାଡ଼ି ଆଉ ନିଜ ଇଛାରେ ବିବାହ କରିପାରିବେ ନାହିଁ । ସରକାର ବିବାହ ପଞ୍ଜିକରଣ ଆଇନରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି । କାର୍ଯ୍ୟକାରୀ ହେବା ପରେ, ଗୁଜୁରାଟରେ ବିବାହ ନିୟମ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯିବ ।
ଏହି ଆଇନ କାର୍ଯ୍ୟକାରୀ ହେବା ପରେ, ଗୁଜୁରାଟରେ ବିବାହ ନିୟମ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯିବ । ଗୁଜୁରାଟ ସରକାର ଆଜି ଅନୁଷ୍ଠାନୀକ ଭାବରେ ମ୍ୟାରେଜ୍ ରେଜିଷ୍ଟେସନ୍ ଆକ୍ଟ(ବିବାହ ପଞ୍ଜିକରଣ ନିୟମ) ୪୪ରେ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ଅନୁଯାୟୀ, ଦମ୍ପତିମାନଙ୍କୁ ଏକ ଆନୁଷ୍ଠାନିକ ଘୋଷଣାପତ୍ର ଦାଖଲ କରିବାକୁ ପଡିବ ଯେ ସେମାନେ ସେମାନଙ୍କ ପିତାମାତାଙ୍କୁ ବିବାହ ବିଷୟରେ ସୂଚନା ଦେଇଛନ୍ତି କି ନାହିଁ ।
ସେମାନଙ୍କୁ ଉଭୟ ପିତା-ମାତାଙ୍କ ଆଧାର କାର୍ଡ, ସ୍ଥାୟୀ ଠିକଣା ଓ ମୋବାଇଲ୍ ନମ୍ବର ମଧ୍ୟ ଦେବାକୁ ପଡିବ। ଏହା ବ୍ୟତୀତ, ଆସିଷ୍ଟାଣ୍ଟ୍ ରେଜିଷ୍ଟାର ଏହି ଡକ୍ୟୁମେଣ୍ଟଗୁଡ଼ିକୁ ଯାଞ୍ଚ କରିବା ପରେ, ସରକାର ୧୦ ଦିନ ମଧ୍ୟରେ ପିତାମାତାଙ୍କୁ ଇଲେକ୍ଟ୍ରୋନିକ୍ କିମ୍ବା ଫିଜିକାଲ୍ ଭାବରେ ଏକ ସରକାରୀ ବିଜ୍ଞପ୍ତି ପଠାଇବେ। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କାଗଜ ରେକର୍ଡରୁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏକ କେନ୍ଦ୍ରୀୟ ଅନଲାଇନ୍ ପୋର୍ଟାଲକୁ ସ୍ଥାନାନ୍ତରିତ କରାଯିବ । ସବୁ କାର୍ଯ୍ୟ ସରିବା ପରେ ବିବାହ ପାଇଁ ଅନୁମତି ମିଳିବ । ଏ ସମସ୍ତ ପ୍ରକ୍ରିୟା ପାଇଁ ଅତି କମରେ ୩୦ଦିନ ସମୟ ଲାଗିବ । ତେବେ ଏହାକୁ ବିବାହ ପଞ୍ଜିକରଣ ପାଇଁ ଆଇନଗତ ପ୍ରକ୍ରିୟାର ଏକ ବାଧ୍ୟତାମୂଳକ ଅଂଶ କରାଯାଇଛି। ଏହି ପରିବର୍ତ୍ତନଗୁଡ଼ିକୁ ଚୂଡ଼ାନ୍ତ କରିବା ପୂର୍ବରୁ ସରକାର ଜନସାଧାରଣଙ୍କ ମତାମତ ଓ ଆପତ୍ତି ଜାଣିବା ପାଇଁ ୩୦ ଦିନ ସମୟ ଦେଇଛନ୍ତି ।
ଏହାସହ ପଢ଼ନ୍ତୁ: ରାଜ୍ୟ ସରକାର କଲେ ବଡ଼ ଘୋଷଣା: ଜନ୍ମ ହେଲେ ସରକାର ଦେବେ ୧ ଲକ୍ଷ ଟଙ୍କା!

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଝିଅ ମାନଙ୍କୁ ଶିକ୍ଷା ଏବଂ ଆର୍ଥିକ କ୍ଷେତ୍ରରେ ସଶକ୍ତ କରବା ପାଇଁ ସରକାର ବିଭିନ୍ନ ଯୋଜନା ମାନ ଆଣୁଛନ୍ତି। ଏହି ଯୋଜନା ଗୁଡିକର ଏକମାତ୍ର ଲକ୍ଷ ହେଉଛି ମହିଳାଙ୍କୁ ସଶକ୍ତ କରିବା। ତେବେ ରାଜ୍ୟ ସରକାର ଏପରି ଏକ ଯୋଜନାର ଘୋଷଣା କରିଛନ୍ତି ଯେଉଁଥିରେ ଝିଅ ଜନ୍ମ ହେଲେ ମିଳିବ ପ୍ରାୟ ୧ ଲକ୍ଷ ଟଙ୍କା
ଝିଅ ମାନଙ୍କୁ ଶିକ୍ଷା ଏବଂ ଆର୍ଥିକ କ୍ଷେତ୍ରରେ ସଶକ୍ତ କରବା ପାଇଁ ସରକାର ବିଭିନ୍ନ ଯୋଜନା ମାନ ଆଣୁଛନ୍ତି। ଏହି ଯୋଜନା ଗୁଡିକର ଏକମାତ୍ର ଲକ୍ଷ ହେଉଛି ମହିଳାଙ୍କୁ ସଶକ୍ତ କରିବା। ତେବେ ରାଜ୍ୟ ସରକାର ଏପରି ଏକ ଯୋଜନାର ଘୋଷଣା କରିଛନ୍ତି ଯେଉଁଥିରେ ଝିଅ ଜନ୍ମ ହେଲେ ମିଳିବ ପ୍ରାୟ ୧ ଲକ୍ଷ ଟଙ୍କା। ତେବେ ଚାଲନ୍ତୁ ଜାଣିବା ଏହି ଯୋଜନା କେଉଁ କେଉଁ ମାନେ ଅନ୍ତର୍ଭୁକ୍ତ ଏବଂ ଏହାକୁ କିପରି ଆବେଦନ କରିବା।
୨୦୨୬ରେ ମୁଖ୍ୟମନ୍ତ୍ରୀ ଲକ୍ଷପତି ବେଟିୟା ଯୋଜନାର ଘୋଷଣା କରିଥିଲେ ।

Related Topics
Explore more stories