Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କିଏ ହେବେ ଲୋକସଭାର ନୂଆ ବାଚସ୍ପତି

Rashmita Mishra
Browse all articles by Rashmita Mishra
·2 years ago·1 min read
କିଏ ହେବେ ଲୋକସଭାର ନୂଆ ବାଚସ୍ପତି

ନୂଆଦିଲ୍ଲୀ: କିଏ ହେବେ ଲୋକସଭାର ନୂଆ ବାଚସ୍ପତି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଟଣାଓଟରା । ଏନ୍‌ଡିଏର ବାଚସ୍ପତି ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ଟକ୍କର ଦେବେ INDI ମେଣ୍ଟର ପ୍ରାର୍ଥୀ କେ.ସୁରେଶ । ସଂଖ୍ୟା ଦୃଷ୍ଟିରୁ NDAର ପଲ୍ଲା ଭାରୀ । INDI ମେଣ୍ଟ ପାଖରେ 234 ଓ ଲୋକସଭାରେ NDAର ଅଛନ୍ତି 293 ସାଂସଦ । 

ବିରୋଧୀ ପ୍ରାର୍ଥୀ କେ ସୁରେଶଙ୍କୁ ଟିଏମସି ସମର୍ଥନ ଘୋଷଣା କରିଛି। ବିରୋଧୀ କେ ସୁରେଶଙ୍କୁ ପ୍ରାର୍ଥୀ କରିଥିବାବେଳେ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଛି। ସହମତି ଅଭାବରୁ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଲୋକସଭାର ନୂଆ  ବାଚସ୍ପତି ନିର୍ବାଚନ ସକାଳ ୧୧ ଟାରେ ଅନୁଷ୍ଠିତ ହେବ। ଶାସକ ଦଳ ଏବଂ ବିରୋଧୀ ଏ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ଏହି ସମୟରେ ଟିଏମସି ବିରୋଧୀ ପ୍ରାର୍ଥୀ କେ ସୁରେଶଙ୍କୁ ସମର୍ଥନ ଘୋଷଣା କରିଛି। ବିରୋଧୀ କେ ସୁରେଶଙ୍କୁ ପ୍ରାର୍ଥୀ କରିଥିବାବେଳେ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଛି। ସହମତି ଅଭାବରୁ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି।

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
parliament-session-live-lok-sabha-to-witness-elections-for-speaker-post-2024 | Argus News