Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମ୍ମୁ ରାମବନ ଘାଟିରେ ଖସିପଡ଼ିଲା ଯାତ୍ରୀବାହୀ ଭ୍ୟାନ୍: ୧୦ ମୃତ

Ritu Das
Browse all articles by Ritu Das
·2 years ago
ଜମ୍ମୁ ରାମବନ ଘାଟିରେ ଖସିପଡ଼ିଲା ଯାତ୍ରୀବାହୀ ଭ୍ୟାନ୍: ୧୦ ମୃତ

ଅର୍ଗସ ବ୍ୟୁରୋ: ଜମ୍ମୁ ଶ୍ରୀନଗର ରାମବନ ହାଇୱେରେ ଘାଟିକୁ ଖସିପଡ଼ିଲା ଯାତ୍ରୀବାହୀ ଭ୍ୟାନ୍ । ଦୁର୍ଘଟଣାରେ ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଦ୍ଧାରକାର୍ଯ୍ୟରେ ପୁଲିସ ଓ ଏସଡିଆରଏଫ ନିୟୋଜିତ ହୋଇଛନ୍ତି । କିସ୍ତୱାଡ ଜିଲ୍ଲାର ରାମବନର ବ୍ୟାଟେରୀ ଚସମା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । 

ମୃତକଙ୍କ ପରିବାରକୁ ୫୦ ହଜାର ଓ ଆହତଙ୍କୁ ୧୦ହଜାର ଟଙ୍କାର ସହାୟତା ଘୋଷଣା କରିଛି କିସ୍ତୱାଡ ଜିଲ୍ଲା ପ୍ରଶାସନ ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Passenger van | Argus News