Videos
|
National

ହନୁମାନ ଚାଳିସା ପାଠ, ଭୂମିରୁ ଆକାଶ ପର୍ଯ୍ୟନ୍ତ ଗୁଞ୍ଜରିତ ହେଲା ରାମ ନାମ

Banajyotshna Ray
Browse all articles by Banajyotshna Ray
·2 years ago
ହନୁମାନ ଚାଳିସା ପାଠ, ଭୂମିରୁ ଆକାଶ ପର୍ଯ୍ୟନ୍ତ ଗୁଞ୍ଜରିତ ହେଲା ରାମ ନାମ

ଅର୍ଗସ ବ୍ୟୁରୋ:  ହନୁମାନ ଚାଳିସା ପାଠରେ ପ୍ରକମ୍ପିତ ହେଲା ବିମାନ । ଭୂମିରୁ ଆକାଶ ପର୍ଯ୍ୟନ୍ତ ଗୁଞ୍ଜରିତ ହେଲା ରାମ ନାମ । ଅଯୋଧ୍ୟା ବିମାନବନ୍ଦରରେ ଦେଖିବାକୁ ମିଳିଛି ଏଭଳି ଭବ୍ୟ ଦୃଶ୍ୟ । ପ୍ରଧାନମନ୍ତ୍ରୀ ମହର୍ଷି ବାଲ୍ମିକୀ ବିମାନ ବନ୍ଦରର ଲୋକାର୍ପଣ କରିବା ପରେ ଯେତେବେଳେ ବିମାନ ପ୍ରଥମ ଉଡ଼ାଣ ଭରିଲା ସେଠାରେ ବିମାନରେ ଥିବା ଯାତ୍ରୀମାନେ ହନୁମାନ ଚାଳିସା ପାଠ କରିଥିଲେ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: