Videos
|
National

ସଂସଦର  ମିଳିତ ଅଧିବେଶନକୁ ରାଷ୍ଟ୍ରପତି  ଦ୍ରୌପଦି ମୁର୍ମୁଙ୍କ ସମ୍ବୋଧନ 

Manini Pattanayak
Browse all articles by Manini Pattanayak
·2 years ago
ସଂସଦର  ମିଳିତ ଅଧିବେଶନକୁ ରାଷ୍ଟ୍ରପତି  ଦ୍ରୌପଦି ମୁର୍ମୁଙ୍କ ସମ୍ବୋଧନ 

 ନୂଆଦିଲ୍ଲୀ:  ସଂସଦ ଭବନରେ ରାଷ୍ଟ୍ରପତି  ଦ୍ରୌପଦି ମୁର୍ମୁ।  ସଂସଦର  ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି  ରାଷ୍ଟ୍ରପତି।  ଅଭିଭାଷଣରେ  ନବନିର୍ବାଚିତ  ସଦସ୍ୟଙ୍କୁ ଅନେକ ଅନେକ ଶୁଭେଚ୍ଛା  ଜଣାଇଲେ ରାଷ୍ଟ୍ରପତି।  ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ  ଭୋଟିଂ ହୋଇଛି ବୋଲି କହିଲେ  ରାଷ୍ଟ୍ରପତି।  

୪ ଦଶକରୁ  ଏଠାରେ ଭୋଟିଂ ପ୍ରତିଶତ କମ ହୋଇଥିଲା।  ମୋ ସରକାର ଉପରେ ଲୋକେ  ତୃତୀୟ ଥର ଭରସା କଲେ।  ଲୋକେ ଜାଣିଛନ୍ତି  ସେମାନଙ୍କ  ଆକାଂକ୍ଷା  ମୋ ସରକାର ପୂରଣ କରିପାରିବେ। ୧୦ ବର୍ଷର ସୁଶାସନ ଉପରେ  ଏହା ଲୋକଙ୍କ ମୋହ ବୋଲି ସଂସଦ ଭବନରେ ନିଜ ଅଭିଭାଷଣରେ କହିଛନ୍ତି  ରାଷ୍ଟ୍ରପତି  ଦ୍ରୌପଦି ମୁର୍ମୁ।     

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
President Droupadi Murmu 's address to the joint session of Parliament | Argus News