Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭ୍ରଷ୍ଟଚାରୀ ଦଳଙ୍କ ବିରୋଧରେ ବିଜେପିର ବଡ ପ୍ରହାର

National

ଭ୍ରଷ୍ଟଚାରୀ ଦଳଙ୍କ ବିରୋଧରେ ବିଜେପିର ବଡ ପ୍ରହାର

Banajyotshna Ray
Browse all articles by Banajyotshna Ray
·2 years ago
ଭ୍ରଷ୍ଟଚାରୀ ଦଳଙ୍କ ବିରୋଧରେ ବିଜେପିର ବଡ ପ୍ରହାର

ଅର୍ଗସ ବ୍ୟୁରୋ:  ଭ୍ରଷ୍ଟଚାରୀ ଦଳ ଙ୍କ ବିରୋଧରେ ବିଜେପିର ବଡ ପ୍ରହାର। ଦେଶର ବଡ ଭ୍ରଷ୍ଟାଚାରୀ ଏବଂ ପରିବାରବାଦୀ ଦଳଙ୍କୁ ଦେଶବାସୀ ସବକ୍ ଶିଖାଇବେ। ଆରଜେଡିର ମିଶା ଭାରତୀଙ୍କ ମୋଦିଙ୍କୁ ଜେଲ୍ ପଠାଇବା ବୟାନକୁ ନେଇ ବିଜେପିର କଡା ସମାଲୋଚନା। ଯେଉଁ ଦଳ ମାନେ ନିଜ ସ୍ୱାର୍ଥ ପାଇଁ ଲୋକଙ୍କ ଅଧୀକାରକୁ ପ୍ରତିହତ କରୁଛନ୍ତି। ମୋଦିଙ୍କୁ ନେଇ ଖରାପ ଭାଷା ର ପ୍ରୟୋଗ କରୁଛନ୍ତି ସେମାନଙ୍କୁ ଦେଶବାସୀ କେବେ କ୍ଷମା କରିବେ ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୈାରବ ଭାଟିଆ।

ଏହି  ହିନ୍ଦୁ ବିରୋଧୀ ସନାତନ ବିରୋଧୀ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ କାଳରେ କୈାଣସି ଭ୍ରଷ୍ଟ, କମିଶନଖୋରଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି  ଗଣମାଧ୍ୟମ ଆଗରେ କହିଛନ୍ତି ବିଜେପି ମୁଖପାତ୍ର ଗୌରବ ଭାଟିଆ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
People will never forgive corrupt people | Argus News