Fuel Rate Cut / ଜୁଲାଇ ଆରମ୍ଭରୁ କମିଲା ପେଟ୍ରୋଲ, ଡିଜେଲ ରେଟ…ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି ଦେଲା ଏହି କମ୍ପାନୀ
·2 months ago·2 min read

Key Points
କମିଲା ପେଟ୍ରୋଲ, ଡିଜେଲ ରେଟ
ବୁଧବାର ଅର୍ଥାତ ଜୁଲାଇ ୧ରୁ ନୂଆ ଦର ସାରା ଦେଶରେ ଲାଗୁ ହୋଇଯାଇଛି ।

ନୂଆ ମାସ ଆରମ୍ଭ ହେବା ସହିତ, ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ନୂତନ ଦର ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁସାରେ, ଭାରତର ସବୁଠୁ ବଡ ଫୁଏଲ ରିଟେଲର୍ ନାଏରା ଏନର୍ଜି ତୈଳ ଦର ହ୍ରାସ କରିଛି । ଏହାଦ୍ୱାରା ଗ୍ରାହକଙ୍କୁ ବଡ ଆଶ୍ୱସ୍ତି ମିଳିଛି । ବୁଧବାର ଅର୍ଥାତ ଜୁଲାଇ ୧ରୁ ନୂଆ ଦର ସାରା ଦେଶରେ ଲାଗୁ ହୋଇଯାଇଛି।
ଏହାସହ ପଢ଼ନ୍ତୁ: ଜୁଲାଇରେ ବଡ଼ ଆଶ୍ୱସ୍ତି….କମିଲା ଗ୍ୟାସ ଦର...୧୮୩ ଟଙ୍କା ଶସ୍ତା ହେଲା
ଅଶୋଧିତ ତୈଳ ମୂଲ୍ୟ ହ୍ରାସର ପ୍ରଭାବ ଏବେ ଦୃଶ୍ୟମାନ ହେଉଛି। ଭାରତର ସର୍ବବୃହତ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ, ନାୟାରା ଏନର୍ଜି, ପେଟ୍ରୋଲ ଲିଟର ପିଛା 5 ଟଙ୍କା ଏବଂ ଡିଜେଲର ମୂଲ୍ୟ 3 ଟଙ୍କା ହ୍ରାସ କରିଛି। ଦୁଇ ବର୍ଷରୁ ଅଧିକ ସମୟ ମଧ୍ୟରେ ଏହା ପ୍ରଥମ ଥର ଯେ କୌଣସି କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିଛି। ନାୟାରାର ସାରା ଦେଶରେ 7,000 ରୁ ଅଧିକ ପେଟ୍ରୋଲ ପମ୍ପ ଅଛି। ବିଭିନ୍ନ ରାଜ୍ୟରେ ମୂଲ୍ୟ-ଯୁକ୍ତ ଟିକସ (VAT) ଭଳି ସ୍ଥାନୀୟ କର ଉପରେ ନିର୍ଭର କରି ପ୍ରକୃତ ମୂଲ୍ୟ ଭିନ୍ନ ହୋଇପାରେ। ଇରାନ ଯୁଦ୍ଧ ପରେ ଏହି କମ୍ପାନୀ ପ୍ରଥମ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଥିଲା।
ଗତ ଦୁଇ ବର୍ଷରେ ଏହା ପ୍ରଥମ ଥର ପାଇଁ ହୋଇଛି କି କୌଣସି କମ୍ପାନୀ ରିଟେଲ୍ ପେଟ୍ରୋଲ ଏବଂ ଡିଜେଲ ଦର କମାଇଛନ୍ତି। ଏହାପଛରେ ବଡ କାରଣ ହେଉଛି ଏବେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି। ଯାହାର ପ୍ରଭାବରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଦ୍ଧିତ ତୈଳ ଦର ଅହେତୁକ ହ୍ରାସ ପାଇଛି।
ନାଏରା ଏନର୍ଜି ଋଷର ରୋନନେଫ୍ଟ ସମର୍ଥିତ ଫୁଏଲ୍ କମ୍ପାନୀ ଅଟେ । ଭାରତରେ ଏହାର ପେଟ୍ରୋଲ ପମ୍ପ୍ ସଂଖ୍ୟା ୭୦୦୦। ଏହା ପ୍ରାଇଭେଟ୍ ସେକ୍ଟରରେ ଦେଶର ସବୁଠାରୁ ବଡ ପେଟ୍ରୋଲ-ଡିଜେଲ୍ ରିଟେଲ୍ ସେଲର୍ ଅଟେ। ତୈଳ ଦରରେ ଗତ କିଛି ଦିନ ହେଲା ମହଙ୍ଗା ମାଡରେ ନାଏରାର ନିଷ୍ପତ୍ତି ବଡ ଆଶ୍ୱସ୍ତି ଆଣିଛି। ଏବେ କମ୍ପାନୀ ଗ୍ରାହକଙ୍କୁ ଦର କମାଇ ଉପହାର ପ୍ରଦାନ କରିଛି।

- ୭୦୦୦ ପେଟ୍ରୋଲ୍ ପମ୍ପରେ ନୂଆ ରେଟ୍
ନାଏରା ଏନର୍ଜି ଋଷର ରୋନନେଫ୍ଟ ସମର୍ଥିତ ଫୁଏଲ୍ କମ୍ପାନୀ ଅଟେ । ଭାରତରେ ଏହାର ପେଟ୍ରୋଲ ପମ୍ପ୍ ସଂଖ୍ୟା ୭୦୦୦। ଏହା ପ୍ରାଇଭେଟ୍ ସେକ୍ଟରରେ ଦେଶର ସବୁଠାରୁ ବଡ ପେଟ୍ରୋଲ-ଡିଜେଲ୍ ରିଟେଲ୍ ସେଲର୍ ଅଟେ। ତୈଳ ଦରରେ ଗତ କିଛି ଦିନ ହେଲା ମହଙ୍ଗା ମାଡରେ ନାଏରାର ନିଷ୍ପତ୍ତି ବଡ ଆଶ୍ୱସ୍ତି ଆଣିଛି। ଏବେ କମ୍ପାନୀ ଗ୍ରାହକଙ୍କୁ ଦର କମାଇ ଉପହାର ପ୍ରଦାନ କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟ ଦିଗରେ ସରକାରୀ ତୈଳ କମ୍ପାନୀମାନଙ୍କରେ ତେଲ ରେଟ୍ ସ୍ଥିର ରହିଛି। ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଇଓସିଏଲ, ବିପିସିଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି କମ୍ପାନୀ କିନ୍ତୁ ପେଟ୍ରୋଲ ଏବଂ ଡିଜେଲ୍ ଦର ଅପରିବର୍ତ୍ତିତ ରଖିଛନ୍ତି।
Related Topics
Explore more stories