Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାମଲାଲାଙ୍କ ମନ୍ଦିର ଗର୍ଭ ଗୃହର ଚିତ୍ର ସୋସିଆଲ ମିଡ଼ିଆରେ ଜାରି

National

ରାମଲାଲାଙ୍କ ମନ୍ଦିର ଗର୍ଭ ଗୃହର ଚିତ୍ର ସୋସିଆଲ ମିଡ଼ିଆରେ ଜାରି

Banajyotshna Ray
Browse all articles by Banajyotshna Ray
·2 years ago
ରାମଲାଲାଙ୍କ ମନ୍ଦିର ଗର୍ଭ ଗୃହର ଚିତ୍ର ସୋସିଆଲ ମିଡ଼ିଆରେ ଜାରି

ଅର୍ଗସ ବ୍ୟୁରୋ: ଭାରତ ସହ ସାରା ବିଶ୍ୱ ଦେଖିବ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ । ନ୍ୟୁୟର୍କର ବ୍ୟସ୍ତବହୁଳ ତଥା ସମୃଦ୍ଧ ଛକ ଟାଇମ୍ସ ସ୍କୋୟାରରେ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିହେବ । ବିଦେଶରେ ଥିବା ବିଭିନ୍ନ ଭାରତୀୟ ଦୂତାବାସରେ ମଧ୍ୟ ଏହାର ସିଧାପ୍ରସାରଣ ହେବ । ମନ୍ଦିର ଗର୍ଭ ଗୃହର ଚିତ୍ର ସୋସିଆଲ ମିଡ଼ିଆରେ ଜାରି କରିଛି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ। ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଦୂରଦୂରାନ୍ତରରୁ ଭକ୍ତଗଣ ଧାଇଁ ଆସୁଛନ୍ତି ଏହି କାର୍ଯ୍ୟକ୍ରମରେଯୋଗ ଦେବା ପାଇଁ। ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pics of garbhgrah of ramlala temple | Argus News