ହର୍ସିଲରେ ଟ୍ରେକ୍ ଏବଂ ବାଇକ୍ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ
·1 year ago

ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ରେକ୍ ଏବଂ ବାଇକ୍ ରାଲିକୁ ପତାକା ଦେଖାଇ କଲେ ଶୁଭାରମ୍ଭ। ମୁଖ୍ବାରେ ମାଆ ଗଙ୍ଗାଙ୍କ ପୂଜା ସହ ପ୍ରଦର୍ଶନୀ ସ୍ଥଳ କଲେ ପରିଦର୍ଶନ। ସାଙ୍ଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସଂ ଧାମି।
ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହର୍ସିଲରେ ଟ୍ରେକ୍ ଏବଂ ବାଇକ୍ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ସାଧାରଣ ସମାବେଶରେ ସାମିଲ୍ ହୋଇଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡରେ ପହଞ୍ଚିବା ପରେ ପ୍ରଥମେ ମୁଖ୍ୱାରେ ମାଆ ଗଙ୍ଗାଙ୍କ ପୂଜା ଏବଂ ଦର୍ଶନ କରିଥିଲେ । ଏଥିସହ ମୁଖ୍ବାରେ ସେଠାକାର ସ୍ଥାନୀୟ ପ୍ରଦର୍ଶନୀ ବୁଲି ଦେଖିବା ସହ ମା ଗଙ୍ଗାଙ୍କ ଶୀତକାଳୀନ ସ୍ଥଳ ପରିଦର୍ଶନ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: