Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

Smruti Parija
Browse all articles by Smruti Parija
·2 years ago
ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ଅର୍ଗସ ବ୍ୟୁରୋ: ସପ୍ତଦଶ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା କିସ୍ତି ଅର୍ଥ ପ୍ରଦାନ ହୋଇଛି । ବାରାଣସୀରେ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ । ୯.୨୫ କୋଟି କୃଷକଙ୍କ ଖାତାକୁ ଗଲା ୨୦ ହଜାର କୋଟି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Kisan's money provided to the farmer's account | Argus News