ଆଜି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ତାମିଲନାଡୁରେ ପ୍ରଚାର କରିବେ ମୋଦି
·2 years ago

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ତାମିଲନାଡୁରେ ପ୍ରଚାର କରିବେ । ସକାଳ ୧୧ଟାରେ ଉତ୍ତରପ୍ରଦେଶ ପିଲଭିଟରେ ନିର୍ବାଚନୀ ସଭାରେ ଉଦବୋଧନ ଦେବେ । ଏହାପରେ ୨ଟା ୪୫ରେ ମଧ୍ୟପ୍ରଦେଶର ବାଲାଘାଟରେ ପ୍ରଚାର କରିବେ । ସନ୍ଧ୍ୟାରେ ତାମିଲନାଡୁର ଚେନ୍ନାଇ ଯାଇ ନିର୍ବାଚନୀ ସଭାରେ ଉଦବୋଧନ ଦେବେ । ପାଖେଇ ଆସୁଛି ନିର୍ବାଚନ। ଯାହାକୁ ନେଇ ମୋଦି ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଲେଣି।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: