Videos
|
National

ତେଲଙ୍ଗାନାରେ କେନ୍ଦ୍ର ସରକାରଙ୍କ ଅନୁଦାନରୁ ବିକାଶର ଗତି ହୋଇଛି ଦୃତ

Banajyotshna Ray
Browse all articles by Banajyotshna Ray
·2 years ago
ତେଲଙ୍ଗାନାରେ କେନ୍ଦ୍ର ସରକାରଙ୍କ ଅନୁଦାନରୁ ବିକାଶର ଗତି ହୋଇଛି ଦୃତ

ଅର୍ଗସ ବ୍ୟୁରୋ: ତେଲଙ୍ଗାନାର ଜଗତିୟାଲରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଲଙ୍ଗାନାରେ କେନ୍ଦ୍ର ସରକାରଙ୍କ ଅନୁଦାନ କାରଣରୁ ବିକାଶର ଗତି ଦୃତ ହୋଇଛି। ଏଥିପାଇଁ ତେଲଙ୍ଗାନାରେ ବିଜେପି ପ୍ରତି ଲୋକଙ୍କ ସମର୍ଥନ ବୃଦ୍ଧି ପାଉଛି। ତେଲଙ୍ଗାନା ଲୋକଙ୍କ ବିଜେପି ପ୍ରତି ଭଲ ପାଇବା ହିଁ ପ୍ରମାଣିତ କରୁଛି ନିର୍ବାଚନ ପରେ ତେଲଙ୍ଗାନାରେ କଂଗ୍ରେସ ଓ ଟିଆରଏସର ସତ୍ତା ହଜିଯିବ। ଜଗତିୟାଲରେ ମୋଦି ପୁଣି ଥରେ କହିଛନ୍ତି ଜୁନ ଚାରିରେ ଏନଡିଏ 400 ପାର।

ଅଧିକ ପଢ଼ନ୍ତୁ ଦେଶ ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi addresses a public meeting in Telangana | Argus News