ଫୋନ କଲ ମାଧ୍ୟମରେ ମୋଦିଙ୍କ ସହ କଥା ହେଲେ ବାଇଡେନ
·1 year ago

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଫୋନ କଲ ମାଧ୍ୟମରେ ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବାଇଡେନ । ୟୁକ୍ରେନର ସମ୍ପ୍ରତି ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ଦୁଇ ନେତା । ନିକଟରେ ମୋଦି ୟୁକ୍ରେନ ଗସ୍ତ କରିଥିଲେ । ୟୁକ୍ରେନରେ ଶାନ୍ତି, ସ୍ଥିରତା ଫେରିବାକୁ ଭାରତର ସମର୍ଥନ ଦୋହରାଇଲେ । ସେପଟେ ବାଂଲାଦେଶରେ ସଂଖ୍ୟାଲଘୁ ଏବଂ ହିନ୍ଦୁମାନଙ୍କ ସୁରକ୍ଷାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: