|
logo
Live
Argus News App
GET APP

Argus News - ସ୍ମାର୍ଟ ପୋଲିସିଂକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ୱ

National

ସ୍ମାର୍ଟ ପୋଲିସିଂକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ୱ

Banajyotshna Ray
Browse all articles by Banajyotshna Ray
·1 year ago
ସ୍ମାର୍ଟ ପୋଲିସିଂକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ୱ

ଅର୍ଗସ ବ୍ୟୁରୋ:  ସ୍ମାର୍ଟ ପୋଲିସିଂକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ବ । ଜାତୀୟ ସୁରକ୍ଷା ଡିଜିପି-ଆଇଜିପି ସମ୍ମିଳନୀରେ ଡିଜିଟାଲ୍ ଠକେଇ, ସାଇବର ଅପରାଧ ରୋକିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ର ବ୍ୟବହାର ବୃଦ୍ଧି ଉପରେ ଜୋର ଦେଇଛନ୍ତି ପିଏମ । ଏହାସହିତ ବିକଶିତ ଭାରତ ସଂକଳ୍ପ ପୂରଣ ପାଇଁ ଆସ୍ପିରେସନ୍ ଇଣ୍ଡିଆରେ ମଧ୍ୟ ଦ୍ୱିଗୁଣ AI ଶକ୍ତି ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି। ସ୍ମାର୍ଟ ପୋଲିସିଂ ବ୍ୟବସ୍ଥା ଉପରେ ପୋଲିସ ଅଧିକ ଯତ୍ନଶୀଳ ଏବଂ ସ୍ୱଚ୍ଛ ହେବାକୁ ଆହ୍ୱାନ ଦେଇଛନ୍ତି ମୋଦି । ବିକଶିତ ଭରତ ଗଠନ ପାଇଁ ଆଧୁନିକୀକରଣ ଏବଂ ପୁନଃ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନରେ ହ୍ୟାକଥନ୍ ସଫଳତା ବିଷୟରେ ଆଲୋଚନା କରିବା ସହ ଜାତୀୟ ପୋଲିସ୍ ହ୍ୟାକଥନ୍ ପାଇଁ ପରାମର୍ଶ ଦେଇଛନ୍ତି ମୋଦି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସ୍ମାର୍ଟ ପୋଲିସିଂକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ୱ | Argus News