Videos
|
National

ବୈଠକରେ ସମସ୍ତ କେନ୍ଦ୍ରମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୋଦି

Banajyotshna Ray
Browse all articles by Banajyotshna Ray
·2 years ago
ବୈଠକରେ ସମସ୍ତ କେନ୍ଦ୍ରମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୋଦି

ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀ ସୁଷମା ସ୍ବରାଜ ଭବନରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତା କରିଥିଲେ। ବୈଠକରେ ସମସ୍ତ କେନ୍ଦ୍ରମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୋଦି। ଡିପ ଫେକ୍ ଓ ବିବାଦୀୟ ବୟାନରୁ ଦୁରେଇ ରହିବା ପାଇଁ କରାଇଲେ ସତର୍କ। ଏଥି ସହ ଏହି ବୈଠକରେ ଆଗାମୀ 5 ବର୍ଷ ପାଇଁ  କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରାଯାଇଛି। ନୂତନ ସରକାର ଗଠନ ପରେ ଯୋଜନା ଶୀଘ୍ର କାର୍ଯ୍ୟକାରିତା ପାଇଁ 100ଦିନିଆ ଏଜେଣ୍ଡା ମଧ୍ୟ ଗ୍ରହଣ କରାଯାଇଛି। ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ଏହାଥିଲା ଶେଷ ମନ୍ତ୍ରୀ ପରିଷଦର ବୈଠକ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi chairs meeting of Union Council of Ministers | Argus News