ଅଗଷ୍ଟ ୨୯ରୁ ପିଏମ ମୋଦିଙ୍କ ବିଦେଶ ଯାତ୍ରା
·10 months ago

Key Points
ଅଗଷ୍ଟ ୨୯ରୁ ପିଏମ ମୋଦିଙ୍କ ବିଦେଶ ଯାତ୍ରା । ଅଗଷ୍ଟ ୨୯ରୁ ଦୁଇ ଦିନିଆ ଜାପାନ ଗସ୍ତ ପରେ ଚୀନ ଯିବେ ପ୍ରଧାନମନ୍ତ୍ରୀ
ଚୀନ ଯିବେ ମୋଦି । ଅଗଷ୍ଟ ୨୯ରୁ ପିଏମ ମୋଦିଙ୍କ ବିଦେଶ ଯାତ୍ରା । ଅଗଷ୍ଟ ୨୯ରୁ ଦୁଇ ଦିନିଆ ଜାପାନ ଗସ୍ତ ପରେ ଚୀନ ଯିବେ ପ୍ରଧାନମନ୍ତ୍ରୀ । ଅଗଷ୍ଟ ୩୧ରେ ଚୀନରେ ହେବାକୁ ଥିବା ସାଂଘାଇ କୋପରେସନ୍ ସମିଟରେ ସାମିଲ ହେବେ ପିଏମ୍ । ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧ ଯାଏ ମୋଦିଙ୍କ ଜାପାନ ଓ ଚୀନ ଗସ୍ତ ନେଇ ବୈଦେଶିକ ମନ୍ତ୍ରାଲୟ ପକ୍ଷରୁ ସୂଚନା ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: