Videos
|
National

ଆପଣଙ୍କୁ ଇଶ୍ୱର ବାଛିଛନ୍ତି:  ମେରୀ ମିଲବେନ

Banajyotshna Ray
Browse all articles by Banajyotshna Ray
·2 years ago
ଆପଣଙ୍କୁ ଇଶ୍ୱର ବାଛିଛନ୍ତି:  ମେରୀ ମିଲବେନ

ଅର୍ଗସ ବ୍ୟୁରୋ:  ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ହଲିଉଡ ସିଙ୍ଗର ମେରୀ ମିଲବେନ୍‌। ମେରୀ ମିଲବେନ ଏକ୍ସରେ ଲେଖିଛନ୍ତି ଯେ ମୋର ଭାରତବାସୀ... ନମସ୍କାର। ଆଜିର ଦିନ ଭାରତ ଓ ସମଗ୍ର ବିଶ୍ୱ ପାଇଁ ଏକ ଐତିହାସିକ ଦିନ। ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜିତିବା ନୂଆ ଭାରତର ପୁଣି ଆରମ୍ଭ। ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚିତ ହେବା ପରେ ଆମେରିକାରୁ ଶୁଭେଚ୍ଛା ଜଣାଇବାରେ ମୁଁ ପ୍ରଥମ ବ୍ୟକ୍ତି। ମୁଁ ଆପଣଙ୍କ ପାଇଁ ବହୁତ ଖୁସି। ଆପଣ ଭାରତର ର୍ନର୍ବାଚିତ ହେଉଥିବା ନେତା, ଯାହାଙ୍କୁ ଭଗବାନ ଓ ଭାରତର ଲୋକ ବାଛିଛନ୍ତି। ଚଳିତ ଥର ନିଜ ଦମରେ ବିଜେପିକୁ ବହୁମତ ମିଳିନାହିଁ କିନ୍ତୁ ଏନଡିଏକୁ ମଳିଛି। ଏହାକୁ ନେଇ ଏନଡିଏର କାର୍ଯ୍ୟକର୍ତ୍ତା ସେଲିବ୍ରେସନ କରୁଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi Gets A Special Congratulatory Message From American Singer Mary Millben | Argus News