Videos
|
National

ସୁରତ ବିମାନବନ୍ଦରର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ ବିଲ୍ଡିଂର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
ସୁରତ ବିମାନବନ୍ଦରର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ ବିଲ୍ଡିଂର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ସୁରତ ବିମାନବନ୍ଦରର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ ବିଲ୍ଡିଂର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁରଟ ପାଇଁ ଏହା ଏକ ପ୍ରମୁଖ ଭିତ୍ତିଭୂମି ଉନ୍ନୟନ, ‘ଜୀବନର ସହଜତା’ ବୃଦ୍ଧି ଏବଂ ସହର ଓ ଏହାର ଆଖପାଖ ଅଞ୍ଚଳ ପାଇଁ ଅଧିକ ବାଣିଜ୍ୟ ସୁନିଶ୍ଚିତ କରିବ । ପରେ ପ୍ରଧାନମନ୍ତ୍ରୀ ରୋଡ଼ ସୋ'ରେ ଜନତାଙ୍କଠୁ ଗ୍ରହଣ କଲେ ଅଭିବାଦନ। ଏହାଦ୍ୱାରା ସୁରତବାସୀ ଅନେକ ଲାଭବାନ ହୋଇପାରିବେ।

ଅଧିକ ପଢ଼ନ୍ତୁ ଦେଶ ଖବର: 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi inaugurates new terminal building at Surat Airport | Argus News