ଆଜି ଶ୍ରୀନଗର ଗସ୍ତରେ ପିଏମ ମୋଦି
·2 years ago

ପୁରୀ: ଆଜି ଶ୍ରୀନଗର ଗସ୍ତରେ ପିଏମ ମୋଦି । ବିକଶିତ ଭାରତ ବିକଶିତ ଜମ୍ମୁ କାଶ୍ମୀର' କାର୍ଯ୍ୟକ୍ରମରେ ଯୋଗ ଦେବେ ।
ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ 6400 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ। ୨.୫ ଲକ୍ଷ କୃଷକଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ ସଶକ୍ତ କରିବ ସାମଗ୍ରିକ କୃଷି ବିକାଶ କାର୍ଯ୍ୟକ୍ରମ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: