Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜଳ ସଂଚୟ ଜନ ଭାଗିଦାରୀ ପରିଯୋଜନାକୁ ଉଦ୍ଘାଟନ କଲେ ମୋଦି

National

ଜଳ ସଂଚୟ ଜନ ଭାଗିଦାରୀ ପରିଯୋଜନାକୁ ଉଦ୍ଘାଟନ କଲେ ମୋଦି

Banajyotshna Ray
Browse all articles by Banajyotshna Ray
·1 year ago
ଜଳ ସଂଚୟ ଜନ ଭାଗିଦାରୀ ପରିଯୋଜନାକୁ ଉଦ୍ଘାଟନ କଲେ ମୋଦି

ଅର୍ଗସ ବ୍ୟୁରୋ:  ଗୁଜରାଟରେ ଜଳ ସଂଚୟ ଜନ ଭାଗିଦାରୀ ପରିଯୋଜନାକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି। ଦେଶର ଅନେକ ରାଜ୍ୟ ରେ ବର୍ଷା ବିତ୍ପାତ କାରଣରୁ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇ ଆସିଛି । ଏଥର ଗୁଜୁରାଟରେ ପ୍ରବଲ ବର୍ଷା ରେ ପୁରା ରାଜଯବାସୀ ଙ୍କ ହାଲ ବେହାଲ ହୋଇଛି। ପ୍ରକୃତିର ଏହି କ୍ରୋଧକୁ ପ୍ରତିହତ କରିବାରେ ଆମକୁ ସାହାଯ୍ୟ କରିବାକୁ ସମସ୍ତ ସିଷ୍ଟମର ଶକ୍ତି ନଥିଲା ଦେଶବାସୀଙ୍କର ଏପରି ଏକ ପ୍ରକୃତି ଅଛି ଯେ ସଙ୍କଟ ସମୟରେ ସମସ୍ତେ କାନ୍ଧ କାନ୍ଧରେ ଠିଆ ହୋଇ ସମସ୍ତଙ୍କୁ ସାହାଯ୍ୟ କରନ୍ତି । ଆଜି ଗୁଜରାଟ ଜଳ ମନ୍ତ୍ରାଳଯ ଦ୍ବାରା ଆଯୋଜିତ ଏହି ଉଦ୍ଘାଟନୀ ସମାରୋହରେ ଭର୍ଚୁଆଲ ମୋଡରେ ଜୋଡି ହୋଇଥିଲେ ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi Launches 'Jal Sanchay Jan Bhagidari' Initiative | Argus News