Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

National

ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

Manini Pattanayak
Browse all articles by Manini Pattanayak
·2 years ago
ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ:  ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଚଳିତ ବର୍ଷର ଦ୍ବିତୀୟ ମନ କି ବାତ୍ କାର୍ଯ୍ୟକ୍ରମ ।

ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦେଶବାସୀଙ୍କୁ ମନର କଥା କହିବେ ମୋଦି । 110 ତମ ମନ କି ବାତ୍‌ କାର୍ଯ୍ୟକ୍ରମ ଆଜି ହେବାକୁ ଯାଉଛି। ସକାଳ ୧୧ଟାରେ ପିଏମଙ୍କ  ମନ ପି ବାତ ବ୍ରଡକାଷ୍ଟ ହେବ । ଏହା ମୋଦିଙ୍କ ୨୦୨୪ର ଦ୍ୱିତୀୟ ମନ କି ବାତ କାର୍ଯ୍ୟକ୍ରମ ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
pm modi mann ki baat pm visit gujarat | Argus News