Videos
|
National

IIM ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ୍ ଉଦ୍‌ଘାଟନ କରିବେ ମୋଦି

Banajyotshna Ray
Browse all articles by Banajyotshna Ray
·2 years ago
IIM ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ୍ ଉଦ୍‌ଘାଟନ କରିବେ ମୋଦି

ଅର୍ଗସ ବ୍ୟୁରୋ:  ଫେବ୍ରୁଆରୀ 3ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଏହି ଦିନିକିଆ ଗସ୍ତ ଅବସରରେ IIM ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ୍ ଉଦ୍‌ଘାଟନ କରିବେ ମୋଦି। ଏଥିସହ ଏକ ବିଶାଳ ଜନସଭାକୁ ସମ୍ବୋଧୋନ କରିବେ ପ୍ରଧାନମନ୍ତ୍ରୀ। ସେହି ମଞ୍ଚରୁ 2024 ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ୍‌ଙ୍କ ସୂଚନା ପରେ ଏବେ ରାଜ୍ୟ ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi May Visit Odisha On Feb 3, | Argus News