କଳାହାଣ୍ଡିର ଗୋଲାମୁଣ୍ଡାର ପରିବା ଚାଷ କଥା କହିଲେ ପ୍ରଧାନମନ୍ତ୍ରୀ
·1 year ago

Key Points
ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ର 117ତମ ସଂସ୍କରଣ । ଦେଶବାସୀଙ୍କୁ ମନର କଥା କହିଲେ ନରେନ୍ଦ୍ର ମୋଦି ।
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ର 117ତମ ସଂସ୍କରଣ । ଦେଶବାସୀଙ୍କୁ ମନର କଥା କହିଲେ ନରେନ୍ଦ୍ର ମୋଦି । 2024 ବର୍ଷର ଶେଷ ମନ୍ କି ବାତ୍.. .`ମନ୍ କୀ ବାତ୍'ରେ କଳାହାଣ୍ଡି ଚାଷୀଙ୍କ ଉଦାହରଣ ଦେଇଛନ୍ତି ମୋଦି । କଳାହାଣ୍ଡିର ଗୋଲାମୁଣ୍ଡାର ପରିବା ଚାଷ କଥା କହିଲେ ପ୍ରଧାନମନ୍ତ୍ରୀ ।
କଳାହାଣ୍ଡିର ପରିବା ଚାଷକୁ `ସବୁଜ କ୍ରାନ୍ତି'ର ଆଖ୍ୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ । କଳାହାଣ୍ଡିର `ସବୁଜ କ୍ରାନ୍ତି'ରୁ ଶକ୍ତି ମିଳୁଛି । କଳାହାଣ୍ଡିର ଚାଷୀମାନେ ଲଗାତାର ସଫଳ ହେଉଛନ୍ତି । କଳାହାଣ୍ଡିର ଚାଷ ଶିଖାଉଛି- ସାମୂହିକ ପ୍ରୟାସ ଦ୍ବାରା ସବୁ କିଛି ସମ୍ଭବ । କଳାହାଣ୍ଡିର ଚାଷ ଶିଖାଉଛି- ଛୋଟ ଏକ ପ୍ରୟାସରୁ ବଡ଼ ସଂକଳ୍ପ ସମ୍ଭବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
