Videos
|
National

ଆଜି କେରଳ ଯିବେ ମୋଦି, ପଲକଡରେ ରୋଡ ସୋ କରିବାର ରହିଛି କାର୍ଯ୍ୟକ୍ରମ

Banajyotshna Ray
Browse all articles by Banajyotshna Ray
·2 years ago
ଆଜି କେରଳ ଯିବେ ମୋଦି, ପଲକଡରେ ରୋଡ ସୋ କରିବାର ରହିଛି କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳ ଯିବେ । ପଲକଡରେ ସେ ବିଶାଳ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୦ଟାରେ ଏହି ରୋଡ ସୋ ଆରମ୍ଭ ହେବ । ପଲକଡ ବିଜେପି ପ୍ରାର୍ଥୀ ସି. କ୍ରିଷ୍ଣକୁମାରଙ୍କ ପାଇଁ ସେ ପ୍ରଚାର କରିବେ । ପଲକଡ ରୋଡ ସୋରେ ଲକ୍ଷାଧିକ ଲୋକ ସାମିଲ ହେବେ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi to hold roadshow in Palakkad in Kerala today | Argus News