Videos
|
National

ଆଜି `ମନ କୀ ବାତ'ରେ ମନର କଥା କହିବେ ପିଏମ ମୋଦି

Rashmita Mishra
Browse all articles by Rashmita Mishra
·1 year ago
ଆଜି `ମନ କୀ ବାତ'ରେ ମନର କଥା କହିବେ ପିଏମ ମୋଦି

ଆଜି 'ମନ କୀ ବାତ'ରେ ମନର କଥା କହିବେ ପିଏମ ମୋଦି। ପୂର୍ବାହ୍ନ ୧୧ଟାରେ ପ୍ରସାରଣ ହେବ କାର୍ଯ୍ୟକ୍ରମର ୧୧୯ ତମ ସଂସ୍କରଣ। ଦେଶର ୧୨ଟି ସ୍ଥାନରୁ ଯୋଡ଼ି ହେବେ ସାଧାରଣ ଜନତା। ଏନେଇ କାନପୁରରେ ବଡ଼ ଆୟୋଜନ କରାଯାଇଛି। ବିବେକାନନ୍ଦ ପ୍ରତିମା ସ୍ଥଳ, କାରଗିଲ ପାର୍କ, ମୋତିଝୀଲରେ ବହୁ ସଂଖ୍ୟାରେ ଲୋକ ମନ କୀ ବାତ ଶୁଣିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi will speak from his heart today in 'Mann Ki Baat' | Argus News