Videos
|
National

 ଧର୍ମେନ୍ଦ୍ରଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପିଏମ ମୋଦି 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଧର୍ମେନ୍ଦ୍ରଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପିଏମ ମୋଦି 

ନୂଆଦିଲ୍ଲୀ: ଆଜି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଦିନ।  ଧର୍ମେନ୍ଦ୍ରଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।   ଧର୍ମେନ୍ଦ୍ରଙ୍କୁ ତାଙ୍କ ଜନ୍ମ ଦିନ ରେ ଅନେକ ଅନେକ ଶୁଭେଚ୍ଛା।  ମୁଁ ପ୍ରାର୍ଥନା କରୁଛି କି  ସେ ଦୀର୍ଘାୟୁ  ଓ ସୁସ୍ଥ ରୁହନ୍ତୁ। ଲୋକଙ୍କ ସେବାରେ ଏମିତି  ନିଜକୁ ନିୟଜିତ ରଖନ୍ତୁ ବୋଲି   ଟୁଇଟ୍‌ କରି  କହିଛନ୍ତି ମୋଦି।

ସେହିପରି ପରଜଙ୍ଗ ଯୁବମୋର୍ଚ୍ଚା ପକ୍ଷରୁ  ଧର୍ମେନ୍ଦ୍ରଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବା ସହ ବୃକ୍ଷ ରୋପଣ, ଛାତ୍ର ଛାତ୍ରୀ ଙ୍କୁ ବ୍ୟାଗ ଓ ମିଠା ବଣ୍ଟନ କରି ଜନ୍ମ ଦିବସ ପାଳନ କରାଯାଇଛି। ତେବେ ପରଜଙ୍ଗ ଯୁବମୋର୍ଚ୍ଚା ବ୍ଲକ ସଭାପତି ସନ୍ତୋଷ ସାହୁ ଙ୍କ ନେତୃତ୍ୱ ରେ ଆଜି ଯୁବମୁର୍ଚ୍ଛା ସଦସ୍ୟମାନେ, ବସୋଈ ର ଅଲେଖପାଟଣା ସ୍କୁଲ କୁ ଯାଇ ପ୍ରଥମେ ବୃକ୍ଷରୋପଣ, ତାପରେ ଛାତ୍ରଛାତ୍ରୀ ଙ୍କୁ ବ୍ୟାଗ ଓ ମିଠା ବଣ୍ଟନ କରିଛନ୍ତି । ଏହା ସହ କେନ୍ଦ୍ର ଶିକ୍ଷମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘାୟୁ କାମନା କରିଛନ୍ତି । 

ଅଧିକ ପଢନ୍ତୁ  ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi wished Dharmendra on his birthday, | Argus News