Videos
|
National

ଖୁବଶୀଘ୍ର ମୋଦି ୩.0, ୯ରେ ମୋଦିଙ୍କ ଶପଥ

Banajyotshna Ray
Browse all articles by Banajyotshna Ray
·2 years ago
ଖୁବଶୀଘ୍ର ମୋଦି ୩.0, ୯ରେ ମୋଦିଙ୍କ ଶପଥ

ଅର୍ଗସ ବ୍ୟୁରୋ:  ଖୁବଶୀଘ୍ର ମୋଦି ୩.0 । ୯ରେ ମୋଦିଙ୍କ ଶପଥ ଗ୍ରହଣ। ୮ରେ ନୁହେଁ ୯ରେ ମୋଦିଙ୍କ ଶପଥ ଗ୍ରହଣ। ୯ତାରିଖ ସନ୍ଧ୍ୟା ୬ଟାରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ। ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେବେ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏନଡିଏ ମେଣ୍ଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା।

ଏନଡିଏ ସରକାର ଗଠନ ନୀତିଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡ଼ୁ ବିଜେପିକୁ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଏନଡିଏର ସହଯୋଗୀ ଦଳ ମନୋନୀତ କରିଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: