Videos
|
National

 ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ...

Rashmita Mishra
Browse all articles by Rashmita Mishra
·2 years ago
 ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ...

ନୂଆଦିଲ୍ଲୀ:ଜୁନ ମାସରେ ହୋଵାକୁ ଥିଵା  G7 ସମ୍ମିଳନୀରେ ଯୋଗ ଦେଵାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଟାଲୀର ପ୍ରଧାନ ମନ୍ତ୍ରୀ  ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କରିଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ସହ କଥା  ହୋଇଛନ୍ତି ଏଵଂ ଧନ୍ୟଵାଦ ଜଣାଇଛନ୍ତି । 

ସେହିପରି ଆଗକୁ ଥିଵା ଇଟାଲୀର ୭୯ତମ ମୁକ୍ତି ଦିଵସ ପାଳନ ହୋଉଥିଵାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'X' ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୁକ୍ତି ଦିବସର ୭୯ ତମ ବାର୍ଷିକୀରେ ସେ ଜର୍ଜିଆ ମେଲୋନି ଏବଂ ଇଟାଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଜୁନ୍ ମାସରେ G7 ଶିଖର ସମ୍ମିଳନୀକୁ ନିମନ୍ତ୍ରଣ ପାଇଁ ତାଙ୍କୁ ଧନ୍ୟବାଦ। ଗତବର୍ଷ ବସିଥିବା ଜି-୨୦ ସମ୍ମିଳନୀର ପରିଣାମ ଓ ପ୍ରଭାବ ସମ୍ପର୍କରେ ଜି-୭ ସମ୍ମିଳନୀରେ ଆଲୋଚନା ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର

pm-narendra-modi-speaks-to-giorgia-meloni-thanks-her-for-g7-summit-invite | Argus News