PM ସୂର୍ଯ୍ୟଘର ଯୋଜନା, ଏଣିକି ମାଗଣା ଜାଳିବେ ବିଜଳି
·2 years ago·1 min read

ନୂଆଦିଲ୍ଲୀ: ମୋଦି ସରକାରଙ୍କ ମାଗଣା ବିଜୁଳି। ଦେଶର ଏକ କୋଟି ଲୋକ ଘରେ ଜଳିବ ମାଗଣା ବିଜୁଳି। ଆଉ ଅନ୍ଧାରରରେ ରହିବେନି ଲୋକେ। ମୋଦି ସରକାରଙ୍କ ଦ୍ୱାରା ପିଏମ ସୂର୍ଯ୍ୟ ଘର ଯୋଜନା ଲଞ୍ଚ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଲୋକମାନେ ମାଗଣା ବିଜୁଳି ପାଇବେ । ଯାହା ୩୦୦ ୟୁନିଟ୍ ବିଜୁଳି ସମ୍ପୂର୍ଣ୍ଣ ମାଗଣା। ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୭୫, ହାଜାର କୋଟି ଟଙ୍କାରୁ ଅଧିକ ନିବେଶ କରିବେ। ଯଦି ଆପଣଙ୍କ ଏହି ଯୋଜନାର ଲାଭ ନେବାକୁ ଚାହୁଁଛନ୍ତି କି ?
ଆବେଦନ ପ୍ରକ୍ରୀୟା
ପିଏମ ଫ୍ରି ବିଜୁଳି ସ୍କୀମ ର ଅବାଦନ ପ୍ରକ୍ରୀୟା ଅତି ସହଜ। ଏହା ପାଇଁ ଆପଣଙ୍କୁ କେବଳ ୫ ମିନିଟ୍ ସମୟ ବାହାର କରିବାକୁ ପଡିବ। ଅଧିକାରିକ ସାଇଟ୍ https://pmsuryaghar.gov.in ମାଧ୍ୟମରେ ଆବେଦନ କରିବାକୁ ପଡିବ ।ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫ୍ରୀ ବିଜୁଳି ସହ ସବସିଡି ଲାଭ ଆପଣ ପାଇବୋ। ଏହି ଟଙ୍କା ସିଧା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ।
ଅଧିକ ଦେଖନ୍ତୁ :
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: