Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

PM YUVA 2.0; 41 ପୁସ୍ତକ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
PM YUVA 2.0; 41 ପୁସ୍ତକ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ

Key Points

ନୂଆଦିଲ୍ଲୀ ଭାରତ ମଣ୍ଡପମ୍‌ରେ ଚାଲିଥିବା ବିଶ୍ବ ପୁସ୍ତକ ମେଳାର ଥିମ୍ ପାଭିଲିୟମରେ PM YUVA 2.0 ବହି ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଭାରତ ମଣ୍ଡପମ୍‌ରେ ଚାଲିଥିବା ବିଶ୍ବ ପୁସ୍ତକ ମେଳାର ଥିମ୍ ପାଭିଲିୟମରେ PM YUVA 2.0 ବହି ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । PM YUVA 2.0 ଅଧିନରେ 41ଟି ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ NBT ଦ୍ବାରା ପ୍ରକାଶିତ ଦୁଇ ପୁସ୍ତକର ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।


ଆଜାଦି କା ଅମୃତ ମହୋତ୍ସବ 2021 ମସିହାରେ PM YuVa କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଯେଉଁଥିରେ 30 ବର୍ଷର କମ୍ ଆୟୁଥିବା ଲେଖକଙ୍କୁ ପୁସ୍ତକ ରଚନା ପାଇଁ ସୁଯୋଗ ଦିଆଯାଇଥିଲା । ସେହିପରି PM YUVA 2.0 ଅଧିନରେ 41 ପୁସ୍ତକ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


The Saga of Kudapali ପୁସ୍ତକର ହିନ୍ଦୀ ଅନୁବାଦ ସହିତ 12ଟି ଭାରତୀୟ ଭାଷାରେ ପୁସ୍ତକ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ବୀର ସହିଦ ବୀର ସୁରେନ୍ଦ୍ର ସାଏଙ୍କ କାହାଣୀ ଜାଣିବ ସାରାବିଶ୍ବ । 1827 ରୁ 1862ରେ ସମ୍ବଲପୁରର ବୀର ସହିଦ ସୁରେନ୍ଦ୍ର ସାଏଙ୍କ ସହିତ ଅନେକ ବୀରଙ୍କ କଥା ଉଲ୍ଲେଖ କରାଯାଇଛି ।

Sponsored
pm-yuva-20-41-books-released-by-union-education-minister-dharmendra-pradhan | Argus News