Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହିଟୱେଭ ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

Banajyotshna Ray
Browse all articles by Banajyotshna Ray
·2 years ago
ହିଟୱେଭ ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଅର୍ଗସ ବ୍ୟୁରୋ:  ହିଟୱେଭ ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଦେଶରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ, ଅଂଶୁଘାତ ଜନିତ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ମୋଦୀ । ଏଥିସହ ବାତ୍ୟା ରେମାଲ ପ୍ରଭାବରେ ପଶ୍ଚିମବଙ୍ଗ, ମଣିପୁର, ଆସାମ, ମେଘାଳୟରେ ହୋଇଥିବା କ୍ଷୟକ୍ଷତି ବାବଦରେ ସୂଚନା ଜାଣିବା ସହ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ସବୁଠୁ ବଡ କଥା ହେଉଛି ଗୋଟିଏ ଦିନରେ ମୋଦୀଙ୍କ ଅଧ୍ୟକ୍ଷତାରେ ୭ଟି ବୈଠକ ବସିଛି । ଆଗାମୀ ୧୦୦ଦିନର କାର୍ଯ୍ୟକ୍ରମ, ଅରୁଣାଚଳ ଓ ସିକିମ ନିର୍ବାଚନ ଫଳାଫଳ ସହ ମୋଟ ୭ଟି ବୈଠକ କରାଯାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM's review meeting on heatwave | Argus News