Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ’କୁ ମିଳିଲା ଅନୁମତି

Ritu Das
Browse all articles by Ritu Das
·2 years ago
କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ’କୁ ମିଳିଲା ଅନୁମତି

ଅର୍ଗସ ବ୍ୟୁରୋ: ତାମିଲନାଡୁର କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ’କୁ ମିଳିଲା ଅନୁମତି। ୧୮ ତାରିଖରେ ପିଏମଙ୍କ ରୋଡ ଶୋ ପାଇଁ ମାଡ୍ରାସ ହାଇକୋର୍ଟ ଅନୁମତି ଦେଇଛନ୍ତି । ପୂର୍ବରୁ ଜିଲ୍ଲା ପୋଲିସ୍ ସୁରକ୍ଷା ସହ ବିଭିନ୍ନ କାରଣ ଦର୍ଶାଇ କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ’କୁ ଅନୁମତି ଦେଇ ନ ଥିଲା ଜିଲ୍ଲା ପୋଲିସ ।

ତାମିଲନାଡୁର କୋଏମ୍ବାଟୁରରେ ମାର୍ଚ୍ଚ ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ଶୋ’ କରିବା ପାଇଁ ଅନୁମତି ଦେବାକୁ ଜିଲ୍ଲା ପୁଲିସ୍ ନିକଟରେ ଆବେଦନ କରିଥିଲା ବିଜେପି। ଯେଉଁ ବାଟ ଦେଇ ଏହି ରୋଡ୍‌ଶୋ’ ଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା, ସେଠାରେ ଅନେକ ସ୍କୁଲ ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Permission granted for Prime Minister's | Argus News