Videos
|
National

ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

Smruti Parija
Browse all articles by Smruti Parija
·2 years ago·1 min read
ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ଅର୍ଗସ ବ୍ୟୁରୋ: ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ କଲେ କେନ୍ଦ୍ର ସରକାର। ପୋର୍ଟବ୍ଲେୟାର ନାଁ ବଦଳି ହେଲା ‘ଶ୍ରୀ ବିଜୟପୁରମ୍‌’ । ନାଁ ପରିବର୍ତ୍ତନ ନେଇ ଗୃହମନ୍ତ୍ରୀ ଅମିତ ଶାହ ଏକ୍ସରେ ସୂଚନା ଦେଇଛନ୍ତି। ଅମିତ ଶାହ ଆହୁରି କହିଛନ୍ତି, ଗୁଲାମୀର ପ୍ରତୀକରୁ ମୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ବଦ୍ଧ। ଶ୍ରୀ ବିଜୟପୁରମ ନାମ ଆମ ସ୍ବାଧୀନତା ସଂଗ୍ରାମ ଏବଂ ଏଥିରେ ଆଣ୍ଡାମାନ ନିକୋବରର ଯୋଗଦାନକୁ ଦର୍ଶାଉଛି। 

 

ଏଦି ଦୀପର ସ୍ଥାନ ଭାରତର ସ୍ବାଧୀନତା ଓ ଇତିହାସରେ ଅଦ୍ବିତୀୟ। ଚୋଲ ସାମ୍ରାଜ୍ୟର ନୌ ସେନା ଆଡ୍ଡା ପାଲଟିଥିବା ଏହି ଦୀପ ଦେଶର ସୁରକ୍ଷା ଓ ବିକାଶ ଦିଗରେ ବେଶ ଗୁରୁତ୍ବପୂର୍ଣ୍ଣ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Port Blair-rename as "Sri Vijaya Puram." | Argus News